ସ୍ଥବିର Sthabira
- ସଂ. ବିଣ (ସ୍ଥା. ଧାତୁ+କର୍ତ୍ତୃ. ଇର) — ବୃଦ୍ଧ — Old; aged
- ସଂ. ବିଣ (ସ୍ଥା. ଧାତୁ+କର୍ତ୍ତୃ. ଇର) — ଅଚଳ — Unmoving
- ସଂ. ବିଣ (ସ୍ଥା. ଧାତୁ+କର୍ତ୍ତୃ. ଇର) — ବୃଦ୍ଧ ଓ ପୂଜ୍ୟ (ହି. ଶ) — Old and adorable
- ବି — ବ୍ରହ୍ମା — Brahmā
- ବି — ଶୈଳେୟ (ରାଜନିର୍ଘଣ୍ଟ) (ଦେଖ) — Sa̲i̱ḻeya (See)
- ବି — ବୃଦ୍ଧଦାରକ (ହି. ଶ) (ଦେଖ) — Bṛuddhadāraka (See)
- ବି — ବୃଦ୍ଧ ଓ ପୂଜ୍ୟ ବୌଦ୍ଧଯତି (ହି. ଶ) — An old and revered Buddhist mendicant
- ବି — ବୌଦ୍ଧ ସମ୍ପ୍ରଦାୟ ବିଶେଷ (ହି. ଶ) — A sect of Buddhists