ସ୍ଥପେଇବା Sthapeibā

  • ଦେ. କ୍ରି — ଅନ୍ୟଦ୍ୱାରା ସ୍ଥାପିତ କରାଇବା — Causative from of the verb sthāpibā
  • ଦେ. କ୍ରି — [ଉ—ନଗର ଦ୍ୱାରେ ପୂର୍ଣ୍ଣକୁମ୍ଭ ସ୍ଥପାଇଲେ। ପୋତାଇ ରମ୍ଭାତରୁ ତୋରଣ ବାନ୍ଧିଲେ—କୃଷ୍ଣସିଂହ, ମହାଭାରତ, ଶାନ୍ତି।]