ସ୍ଥପୁଟ Sthapuṭa
- ସଂ. ବି (ସ୍ଥ+ପୁଟ ଧାତୁ+କର୍ତ୍ତୃ. ଅ) — ଅସ୍ଥିର ସନ୍ଧିସ୍ଥାନ — Bone-joint
- ସଂ. ବି (ସ୍ଥ+ପୁଟ ଧାତୁ+କର୍ତ୍ତୃ. ଅ) — ଉଚ୍ଚାବଚ ସ୍ଥାନ — High and low place; undulating place
- ସଂ. ବି (ସ୍ଥ+ପୁଟ ଧାତୁ+କର୍ତ୍ତୃ. ଅ) — ବିଷମ ସ୍ଥାନ ସଂଚାରୀ ଜୀବ — Animals living or moving in undulating places
- ବିଣ — ବିଷମୋନ୍ନତ (ହେମଚନ୍ଦ୍ର) — Undulating; high and uneven
- ବିଣ — ପୀଡ଼ା ବା ଦୁଃଖାଦିରେ କୁବ୍ଜୀକୃତ — Bent double with sorrow or illness
- ବିଣ — ବିପନ୍ନ (ହି. ଶ) — Involved in danger
- ବିଣ — କୁବ୍ଜ (ହି. ଶ); କୁଜା — Having a hump