ସ୍ଥଣ୍ଡିଳ Sthaṇḍiḻa
- ସଂ. ବି (ସ୍ଥା. ଧାତୁ+ଅଧିକରଣେ ଅଣ୍ଡିଳ, କିମ୍ବା ସ୍ଥଳ୍ ଧାତୁ=ରହିବା+ଅଧି. ଇଳ; ନିପାତନ) — ଚତ୍ୱର; ଅଗଣା — Courtyard
- ସଂ. ବି (ସ୍ଥା. ଧାତୁ+ଅଧିକରଣେ ଅଣ୍ଡିଳ, କିମ୍ବା ସ୍ଥଳ୍ ଧାତୁ=ରହିବା+ଅଧି. ଇଳ; ନିପାତନ) — ଯଜ୍ଞାର୍ଥ ପରିଷ୍କୃତ ଭୂମି — A place cleansed for the performance of vedic rites
- ସଂ. ବି (ସ୍ଥା. ଧାତୁ+ଅଧିକରଣେ ଅଣ୍ଡିଳ, କିମ୍ବା ସ୍ଥଳ୍ ଧାତୁ=ରହିବା+ଅଧି. ଇଳ; ନିପାତନ) — ବାଲୁକାଦିଦ୍ୱାରା ପ୍ରସ୍ତୁତ ହୋମାର୍ଥ ମଣ୍ଡଳବିଶେଷ ସଂହିତା କ୍ରିୟାସାର।) — A raised platform of sand prepared for making offering to the fire
- ସଂ. ବି (ସ୍ଥା. ଧାତୁ+ଅଧିକରଣେ ଅଣ୍ଡିଳ, କିମ୍ବା ସ୍ଥଳ୍ ଧାତୁ=ରହିବା+ଅଧି. ଇଳ; ନିପାତନ) — ଯଜ୍ଞ—ବେଦୀର ଚାରି ପାଖରେ ପରିଷ୍କୃତ ଭୂମି — A cleansed and well-swept plot of land round the sacrificial altar
- ସଂ. ବି (ସ୍ଥା. ଧାତୁ+ଅଧିକରଣେ ଅଣ୍ଡିଳ, କିମ୍ବା ସ୍ଥଳ୍ ଧାତୁ=ରହିବା+ଅଧି. ଇଳ; ନିପାତନ) — ସୀମା; ସରହଦ୍ଦ (ହି. ଶ) — Boundary; limit
- ସଂ. ବି (ସ୍ଥା. ଧାତୁ+ଅଧିକରଣେ ଅଣ୍ଡିଳ, କିମ୍ବା ସ୍ଥଳ୍ ଧାତୁ=ରହିବା+ଅଧି. ଇଳ; ନିପାତନ) — ମାଟିଗଦା (ହି. ଶ) — A heap of earth
- ସଂ. ବି (ସ୍ଥା. ଧାତୁ+ଅଧିକରଣେ ଅଣ୍ଡିଳ, କିମ୍ବା ସ୍ଥଳ୍ ଧାତୁ=ରହିବା+ଅଧି. ଇଳ; ନିପାତନ) — ଜମି; ଭୂମି (ହି. ଶ) — Land
- ସଂ. ବି (ସ୍ଥା. ଧାତୁ+ଅଧିକରଣେ ଅଣ୍ଡିଳ, କିମ୍ବା ସ୍ଥଳ୍ ଧାତୁ=ରହିବା+ଅଧି. ଇଳ; ନିପାତନ) — (ନାମ) ପ୍ରାଚୀନ ଋଷି ବିଶେଷ (ହି. ଶ) — Name of an ancient sage