ସ୍ଥଗିକା Sthagikā

  • ସଂ. ବି (ସ୍ଥଗ୍ ଧାତୁ+କର୍ମ, ଇକ+ଆ) — ତାମ୍ବୂଳକରଙ୍କ; ପାନଡ଼ିବା (ହି. ଶ) — A metal case for keeping betel packets
  • ସଂ. ବି (ସ୍ଥଗ୍ ଧାତୁ+କର୍ମ, ଇକ+ଆ) — (+କରଣ ଇକ) (ବୈଦ୍ଯକ) ଆଙ୍ଗୁଠି ଓ ଲିଙ୍ଗ ଆଦିର ଅଗ୍ରଭାଗର କ୍ଷତ ଉପରେ ବନ୍ଧାଯିବା (ପାନବିଡ଼ା ଆକାରର) ପଟ୍ଟୀ (ହି. ଶ) — (Surgery) A bandage (Shaped like a betel case) put over the sores on the end of a finger or male organ