ସ୍ତ୍ରୈଣ Strīa̲i̱ṇa
- ସଂ. ବିଣ. ପୁଂ (ସ୍ତ୍ରୀ+ଅ) — ସ୍ତ୍ରୀସମ୍ବନ୍ଧୀୟ — Relating to woman; womanly
- ସଂ. ବିଣ. ପୁଂ (ସ୍ତ୍ରୀ+ଅ) — ସ୍ତ୍ରୀଜିତ — Henpecked
- ସଂ. ବିଣ. ପୁଂ (ସ୍ତ୍ରୀ+ଅ) — ଅତିରିକ୍ତରୂପେ ସ୍ତ୍ରୀଙ୍କଠାରେ ଆସକ୍ତ — Addicted to women; effenminate
- ସଂ. ବିଣ. ପୁଂ (ସ୍ତ୍ରୀ+ଅ) — ସ୍ତ୍ରୀଯୋଗ୍ୟ (ହି. ଶ) — Befitting a woman
- ବି (+ଭାବେ. ତ) — ସ୍ତ୍ରୀତ୍ୱ (ଦେଖ) — Strītwa (See)
- ବି (+ଭାବେ. ତ) — ସ୍ତ୍ର ସ୍ୱଭାବ; ଅନ୍ତଃପୁର ରକ୍ଷକ — A servent guarding the harem
- ବି (+ଭାବେ. ତ) — ସ୍ତ୍ରୀସମୂହ — A body of females