ସ୍ତ୍ରୀତ୍ୱ Strītwa

  • ସଂ. ବି (ସ୍ତ୍ରୀ+ଭାବାର୍ଥେ ତା, ତ୍ୱ) — ସ୍ତ୍ରୀର ଭାବ — The state of being a female; the characteristic qualities of a female
  • ସଂ. ବି (ସ୍ତ୍ରୀ+ଭାବାର୍ଥେ ତା, ତ୍ୱ) — ସ୍ତ୍ରୀଧର୍ମ (ଦେଖ) — Strīdharma (See)
  • ସଂ. ବି (ସ୍ତ୍ରୀ+ଭାବାର୍ଥେ ତା, ତ୍ୱ) — (ବ୍ୟାକରଣ) ସ୍ତ୍ରୀଲିଙ୍ଗସୂଚକ ପ୍ରତ୍ୟୟ (ହି. ଶ) — (grammar) A suffix denoting the feminine gender
  • ସଂ. ବି (ସ୍ତ୍ରୀ+ଭାବାର୍ଥେ ତା, ତ୍ୱ) — [ଦ୍ର—ଯେଉଁ ଶବ୍ଦରେ ଏ ପ୍ରତ୍ୟୟ ଯୁକ୍ତ ହୁଏ ତାହା ସ୍ତ୍ରୀଲିଙ୍ଗ ହୁଏ — ହି. ଶ]