ସ୍ତ୍ରୀ ପ୍ରିୟ Srtī priya

  • ସଂ. ବିଣ. ପୁଂ (ବହୁବ୍ରୀହି) — ନାରୀପ୍ରିୟ (ଲୋକ) — (a person) Beloved by females
  • ବି—( 6 ଷ୍ଠୀ ତତ୍) — ନାରୀଙ୍କ ପ୍ରିୟ ଦ୍ରବ୍ୟ — Any article of which females are fond
  • ବି—( 6 ଷ୍ଠୀ ତତ୍) — ଆମ୍ରବୃକ୍ଷ (ତ୍ରିକାଣ୍ଡ ଶେଷ) — Mango tree