ସ୍ତ୍ରୀ ପଣ୍ୟୋପଜୀବୀ Strī paṇyopajībī
- ସଂ. ବିଣ ଓ ବି.ପୁଂ (ସ୍ତ୍ରୀରୂପ ପଣ୍ୟଦ୍ୱାରା ଉପଜୀବୀ; ସ୍ତ୍ରୀପଣ୍ୟୋପଜୀବିନ୍ 1 ମା. 1 ବ) — ସମ୍ଭୋଗାର୍ଥ ଆପଣା ସ୍ତ୍ରୀକୁ ପରପୁରୁଷଙ୍କୁ ଦେଇ ପର— ପୁରୁଷଙ୍କଠାରୁ ପ୍ରାପ୍ତଧନ ଯେ ଭୋଗ କରେ; ଭଡ଼ାଖିଆ — A person who lives on the earnings of his wife's adultery
- ସଂ. ବିଣ ଓ ବି.ପୁଂ (ସ୍ତ୍ରୀରୂପ ପଣ୍ୟଦ୍ୱାରା ଉପଜୀବୀ; ସ୍ତ୍ରୀପଣ୍ୟୋପଜୀବିନ୍ 1 ମା. 1 ବ) — ବେଶ୍ୟାଙ୍କ ଅର୍ଜନ ଦ୍ୱାରା ଜୀବିକା ନିର୍ବାହକାରୀ ବ୍ଯକ୍ତି (ହି. ଶ.) — A person living on the earning of prostitutes