ସ୍ତ୍ରୀ ଧର୍ମ Strī dharma

  • ସଂ. ବି — ସ୍ତ୍ରୀର ଋତୁ; ରଜୋ ଦର୍ଶନ — Menstruation
  • ସଂ. ବି — ସ୍ତ୍ରୀ ହେବାର ଅବସ୍ଥା — Womanhood
  • ସଂ. ବି — (ଉ—ସେ ପୁଣି ଇଳା ନାମେ ପାଇଲେ ସ୍ତ୍ରୀ ଧର୍ମ—କୃଷ୍ଣସିଂହ, ମହାଭାରତ, ଆଦି ।)
  • ସଂ. ବି — ମୈଥୁନ (ହି. ଶ) — Copulation
  • ସଂ. ବି — ସ୍ତ୍ରୀର କର୍ତ୍ତବ୍ୟ (ହି. ଶ) — The duties of a wife or a woman
  • ସଂ. ବି — ସ୍ତ୍ରୀସମ୍ବନ୍ଧୀୟ ବିଧାନ (ହି. ଶ) — Rules regarding women