ସ୍ତୋତ୍ର Stotra
- ସଂ. ବି. (ସ୍ତୁ ଧାତୁ+ଭାବ ବା କରଣ ତ୍ର) — ସ୍ତବ (ଅମର) — Prayer; eulogy
- ସଂ. ବି. (ସ୍ତୁ ଧାତୁ+ଭାବ ବା କରଣ ତ୍ର) — ଦେବୋଦ୍ଦେଶ୍ୟରେ ପଠିତ ସ୍ତବ — Hymn; prayer to a Deity
- ସଂ. ବି. (ସ୍ତୁ ଧାତୁ+ଭାବ ବା କରଣ ତ୍ର) — [ଦ୍ର—ମତ୍ସପୁରାଣରେ ସ୍ତୋତ୍ରମାନଙ୍କୁ ଚାରି ଶ୍ରେଣୀରେ ପଠିତ କରା ଯାଇଅଛି:— ଦ୍ରବ୍ୟ ସ୍ତୋତ୍ର, କର୍ମ ସ୍ତୋତ୍ର, ବିଧି ସ୍ତୋତ୍ର ଓ ଅଭଜନ ସ୍ତୋତ୍ର।]