ସ୍ତୋତା Stotā

  • ସଂ. ବିଣ. ପୁଂ (ସ୍ତୁ ଧାତୁ+କର୍ତ୍ତୃ. ତୃ 1 ମା. 1 ବ) — ସ୍ତୁତି— କାରକ; ସ୍ତବକାରକ — Praying; eulogising
  • ବି — ସହସ୍ରନାମୋକ୍ତ ବିଷ୍ଣୁଙ୍କ ନାମ — A name of Bishṇu