ସ୍ତୋକକୃଷ୍ଣ Stokakṛushna
- ଦେ. ବି — ଗୋପରେ ଥିବା କୃଷ୍ଣଙ୍କର ସଙ୍ଗାତ
- ଦେ. ବି — [ଦ୍ର— ମଥୁରାଗଲାବେଳେ ଏହାଙ୍କ ହସ୍ତରେ କୃଷ୍ଣ ବଂଶୀ ଦେଇ ଯାଇଥିଲେ ।] — One of the playmates of Ṡrīkṛushṇa in Gopapura
- ଦେ. ବି — [ଉ— ସୁମରିଲେ ସ୍ତୋକକୃଷ୍ଣ, ଜାଣିଲା ପ୍ରଭୁଙ୍କ ମନ, ମିଳିଲା ଆସି ବହନ, ଉଚ୍ଛନ୍ନ ହୋଇ। ପ୍ରାଚୀ, ରହସ୍ୟମଞ୍ଜରୀ।]