ସ୍ତୁତି ବାଦ Stuti bāda

  • ସଂ. ବି (ସ୍ତୁତି=ସ୍ତବ+ବାଦ=ବାକ୍ୟ) — ପ୍ରଶଂସାବାଦ; ପ୍ରଶଂସାସୂଚକ ବାକ୍ୟ; ଗୁଣ ଗାନ — Eulogy; panegyric
  • ସଂ. ବି (ସ୍ତୁତି=ସ୍ତବ+ବାଦ=ବାକ୍ୟ) — ଚାଟୁବାକ୍ୟ — Flattery