ସ୍ତୀର୍ବି Stīrbi

  • ସଂ. ବି (ସ୍ତୁ ଧାତୁ+କର୍ତ୍ତୃ. ଇ) — ନଭଃ; ଆକାଶ (ସଂକ୍ଷିପ୍ତସାର) — Sky
  • ସଂ. ବି (ସ୍ତୁ ଧାତୁ+କର୍ତ୍ତୃ. ଇ) — ରୁଧିର (ସଂକ୍ଷିପ୍ତସାର) — Blood
  • ସଂ. ବି (ସ୍ତୁ ଧାତୁ+କର୍ତ୍ତୃ. ଇ) — ତୃଣ — Grass
  • ସଂ. ବି (ସ୍ତୁ ଧାତୁ+କର୍ତ୍ତୃ. ଇ) — ଅଧ୍ୱର୍ଯ୍ୟୁ; ଯଜୁର୍ବେଦଜ୍ଞ ଋତ୍ୱିକ୍ — A priest versed in the J̄ajurbeda
  • ସଂ. ବି (ସ୍ତୁ ଧାତୁ+କର୍ତ୍ତୃ. ଇ) — ପୟଃ; ଜଳ — Water
  • ସଂ. ବି (ସ୍ତୁ ଧାତୁ+କର୍ତ୍ତୃ. ଇ) — ଶତ୍ରୁ — Enemy; adversary
  • ସଂ. ବି (ସ୍ତୁ ଧାତୁ+କର୍ତ୍ତୃ. ଇ) — ଶରୀର (ହି. ଶ) — Body
  • ସଂ. ବି (ସ୍ତୁ ଧାତୁ+କର୍ତ୍ତୃ. ଇ) — ଭୟ (ହି. ଶ) — Fear
  • ସଂ. ବି (ସ୍ତୁ ଧାତୁ+କର୍ତ୍ତୃ. ଇ) — ଇନ୍ଦ୍ର (ହି. ଶ) — Indra