ସ୍ତିର୍ଲା Stirlā

  • ଗ୍ରା. ବି (ସଂ. ସ୍ତ୍ରୀ) — ଭାର୍ଯ୍ୟା; ସ୍ତ୍ରୀ — Wife
  • ଗ୍ରା. ବି (ସଂ. ସ୍ତ୍ରୀ) — [ଉ-ପାଣିବୁହାଳିଆଙ୍କ ମୁଣ୍ଡରେ ଖୋସା, ପର ସ୍ତରୀ ଯେବେ ହରଇ ପୁଂସା; କହେ ଦନେଇ ଏ ଫସରଫସା—ଦନେଇ ଦାସଙ୍କ ପହଳି।]
  • ଗ୍ରା. ବି (ସଂ. ସ୍ତ୍ରୀ) — ନାରୀ; ସ୍ତ୍ରୀ — Woman