ସ୍ତିମି Stimi

  • ସଂ. ବି (ସ୍ତିମ୍ ଧାତୁ+କର୍ତ୍ତୃ. ଇ) — ପୁଷ୍ପଗୁଚ୍ଛ (ହି. ଶ); ସ୍ତବକ — A bunch of flowers
  • ସଂ. ବି (ସ୍ତିମ୍ ଧାତୁ+କର୍ତ୍ତୃ. ଇ) — ସମୁଦ୍ର (ହି. ଶ) — The sea
  • ସଂ. ବି (ସ୍ତିମ୍ ଧାତୁ+କର୍ତ୍ତୃ. ଇ) — ପ୍ରତିବନ୍ଧ; ଅବରୋଧ (ହି. ଶ) — Obstruction