ସ୍ତିମିତ ନୟନ Stimita nayana

  • ସଂ. ବି (କର୍ମଧା) — ଏକଦୃଷ୍ଟି ଯୁକ୍ତ ଚକ୍ଷୁ; ସ୍ଥିରଚକ୍ଷୁ — Steadfast eye
  • ସଂ. ବିଣ. ପୁଂ (ବହୁବ୍ରୀହି) — ସ୍ଥିର ଦୃଷ୍ଟିଯୁକ୍ତ — Having fixed gaze