ସ୍ତିମିତ Stimita

  • ସଂ. ବିଣ (ସ୍ତିମ୍ ଧାତୁ. କ୍ଳିନ୍ନ ହେବା+କର୍ତ୍ତୃ. ତ) — ଆର୍ଦ୍ର; ସିକ୍ତ — Moistened; wet
  • ସଂ. ବିଣ (ସ୍ତିମ୍ ଧାତୁ. କ୍ଳିନ୍ନ ହେବା+କର୍ତ୍ତୃ. ତ) — ସ୍ଥିର; ନିଶ୍ଚଳ — Motionless; fixed; steadfast
  • ସଂ. ବିଣ (ସ୍ତିମ୍ ଧାତୁ. କ୍ଳିନ୍ନ ହେବା+କର୍ତ୍ତୃ. ତ) — ଶାନ୍ତ (ହି. ଶ) — Calm
  • ସଂ. ବିଣ (ସ୍ତିମ୍ ଧାତୁ. କ୍ଳିନ୍ନ ହେବା+କର୍ତ୍ତୃ. ତ) — ପ୍ରସନ୍ନ; ସନ୍ତୁଷ୍ଟ (ହି. ଶ) — Satisfied
  • ବି—(+ ଭାବ. ତ) — ଜଡ଼ତା — Rigidity
  • ବି—(+ ଭାବ. ତ) — ନିଶ୍ଚଳତା — Motionlessness
  • ବି—(+ ଭାବ. ତ) — ଆର୍ଦ୍ରତା — Wetness