ସ୍ତମ୍ଭୀ Stambhī

  • ଦେ. ବିଣ — ଜଡ଼; ସ୍ଥିର; ନିଶ୍ଚଳ; — Motionless
  • ଦେ. ବିଣ — [ଉ—କେ ନେତ୍ରେ ଲୁହ ପକାଏ। କେ ସ୍ତାମ୍ଭୀ ହୁଏ। ବିରହେ— ଦୀନକୃଷ୍ଣ, ରସକଲ୍ଲୋଳ।]
  • ସଂ. ବିଣ ପୁଂ (ସ୍ତମ୍ଭ+ଇନ୍ 1 ମା. ବ) — ସ୍ତମ୍ଭଯୁକ୍ତ — Pillared
  • ସଂ. ବିଣ ପୁଂ (ସ୍ତମ୍ଭ+ଇନ୍ 1 ମା. ବ) — ସ୍ତମ୍ଭକର (ଦେଖ) — Stambhakara (See)
  • ସଂ. ବି — ସମୁଦ୍ର (ହି. ଶ) — The sea