ସ୍ତମ୍ଭୀଭୂତ Stambhībhūta

  • ସଂ. ବିଣ (ସ୍ତମ୍ଭ+ଭୂ ଧାତୁ+ଚ୍ୱି [ଈ]+କର୍ତ୍ତୃ. ତ) — ଜଡ଼ୀଭୂତ — Petrified become motionless; paralysed
  • ସଂ. ବିଣ (ସ୍ତମ୍ଭ+ଭୂ ଧାତୁ+ଚ୍ୱି [ଈ]+କର୍ତ୍ତୃ. ତ) — ନିଶ୍ଚଳ — Become rigid