ସ୍ତମ୍ଭିତ Stambhita

  • ସଂ. ବି (ସ୍ତନ୍ଭ ଧାତୁ ଣିଚ=ସ୍ତମ୍ଭି ଧାତୁ+କର୍ମ. ତ) — ଜଡ଼ୀଭୁତ — Paralysed; benumbed
  • ସଂ. ବି (ସ୍ତନ୍ଭ ଧାତୁ ଣିଚ=ସ୍ତମ୍ଭି ଧାତୁ+କର୍ମ. ତ) — ନିବାରିତ — Prevented
  • ସଂ. ବି (ସ୍ତନ୍ଭ ଧାତୁ ଣିଚ=ସ୍ତମ୍ଭି ଧାତୁ+କର୍ମ. ତ) — ରୁଦ୍ଧ; ବନ୍ଦ କରା ଯାଇଥିବା; ସ୍ଥଗିତ — Stopped; restrained
  • ସଂ. ବି (ସ୍ତନ୍ଭ ଧାତୁ ଣିଚ=ସ୍ତମ୍ଭି ଧାତୁ+କର୍ମ. ତ) — ଦୃଢ଼ୀକୃତ — Strengthened; made rigid
  • ସଂ. ବି (ସ୍ତନ୍ଭ ଧାତୁ ଣିଚ=ସ୍ତମ୍ଭି ଧାତୁ+କର୍ମ. ତ) — ନିସ୍ପନ୍ଦୀକୃତ — Made immoveable; astounded
  • ସଂ. ବି (ସ୍ତନ୍ଭ ଧାତୁ ଣିଚ=ସ୍ତମ୍ଭି ଧାତୁ+କର୍ମ. ତ) — ସ୍ଥିରୀକୃତ — Fixed