ସ୍ତମ୍ଭିକା Stambhikā

  • ସଂ. ବି (ସ୍ତମ୍ଭ+କ+ଆ) — ଚଉକି ଖଟ ଆଦିର ଗୋଡ଼ (ହି. ଶ.) — The posts of a bedstead, chair etc
  • ସଂ. ବି (ସ୍ତମ୍ଭ+କ+ଆ) — ଛୋଟ ଖୁମ୍ବ; ଖୁଣ୍ଟି — Small pillar or post