ସ୍ତମ୍ଭକର Stambhakara

  • ସଂ. ବିଣ. ପୁଂ — ଯେ ଜଡ଼ କରେ — Paralysing; benumbing (Apte)
  • ସଂ. ବିଣ. ପୁଂ — ରୋଧ— କାରୀ — Obstructing (Apte)
  • ସଂ. ବିଣ. ପୁଂ — ଯାହା ସ୍ତମ୍ଭ କରେ — Causing stambha
  • ସଂ. ବିଣ. ପୁଂ — ସହବାସ କାଳରେ ବୀର୍ଯ୍ୟ ସ୍ଖଳନ ନ କରାଇବା (ଔଷଧ) — (medicine) Which delays the discharge of semen during coition
  • ସଂ. ବିଣ. ପୁଂ — ମଳାବରୋଧ— କାରୀ — Astringent; causing costiveness