ସ୍ତମ୍ବଘନ Stambaghana
- ସଂ. ବି (ସ୍ତମ୍ବ+ହନ୍. ଧାତୁ+କର୍ତ୍ତୃ. ଅ) — ତୃଣାଦି ଛେଦନ କରିବା ଉପଯୋଗୀ ଦାଆ ପ୍ରଭୃତି ଅସ୍ତ୍ର — A hoe or sickle for cutting corn
- ସଂ. ବି (ସ୍ତମ୍ବ+ହନ୍. ଧାତୁ+କର୍ତ୍ତୃ. ଅ) — ବିଦା — Hoe; rake
- ସଂ. ବି (ସ୍ତମ୍ବ+ହନ୍. ଧାତୁ+କର୍ତ୍ତୃ. ଅ) — ଖୁରୁପି (ହି. ଶ) — Grass mower