ସ୍ତବ୍ଧ କର୍ଣ୍ଣ Stabdha kaṇṇa

  • ସଂ. ବି — ସ୍ଥିର ଉର୍ଦ୍ଧ୍ୱ କର୍ଣ୍ଣ — Rigid erect ear
  • ସଂ. ବି — [ଦ୍ର— ଯେଉଁ କାନ ଏଣେ ତେଣେ ଚାଳିତ ହୋଇ ପାରେ ନାହିଁ।]
  • ବିଣ. ପୁଂ — ସ୍ଥିର ଉର୍ଦ୍ଧ୍ୱକର୍ଣ୍ଣବିଶିଷ୍ଟ — Having rigid and inflexible ears.]