ସ୍ତବିତବ୍ୟ Stabitabya

  • ସଂ. ବିଣ (ସ୍ତୁ ଧାତୁ+କର୍ମ ତବ୍ୟ) — ସ୍ତୁତ ହେବା ଯୋଗ୍ୟ — Fit to be prayed to
  • ସଂ. ବିଣ (ସ୍ତୁ ଧାତୁ+କର୍ମ ତବ୍ୟ) — ପ୍ରଶଂସନୀୟ — Praiseworthy