ସ୍ତବଦ Stabada
- ଗ୍ରା. ବିଣ. (ପଦ୍ଯରେ) (ସଂ. ସ୍ତବ୍ଧ) — ସ୍ତବ୍ଧ (ଦେଖ) — Stabdha (See)
- ଗ୍ରା. ବିଣ. (ପଦ୍ଯରେ) (ସଂ. ସ୍ତବ୍ଧ) — ନିଶ୍ଚଳ — Motionless
- ଗ୍ରା. ବିଣ. (ପଦ୍ଯରେ) (ସଂ. ସ୍ତବ୍ଧ) — ନିଃଶବ୍ଦ — Quiet; silent
- ଗ୍ରା. ବିଣ. (ପଦ୍ଯରେ) (ସଂ. ସ୍ତବ୍ଧ) — [ଉ— କଲା ସବୁ ପ୍ରାଣୀଙ୍କର ସ୍ତବଧ ଯେ କାନ—କୃଷ୍ଣସିଂହ ମହାଭାରତ, ଆଦି।]
- ଗ୍ରା. ବିଣ. (ପଦ୍ଯରେ) (ସଂ. ସ୍ତବ୍ଧ) — [ଉ— ବୋଲି ମିଥ୍ୟା ଏ ସେ ଶବଦ ବଦନେ କହିବାକୁ ମୁଁ ସ୍ତବଦ ହୋଇ ଗୋ— ଭଞ୍ଜ, ବୈଦେହୀଶବିଳାସ।]