ସ୍ତବକ ସ୍ତନ Stabaka stana

  • ସଂ. ବି (ରୂପକ ସମାସ) — ସ୍ତନ ସଙ୍ଗେ ତୁଳନା କରାଯିବା (ଅଶୋକ) ପୁଷ୍ପାଦିର ଗୁଚ୍ଛ — A bunch of flowers (e.g. Asoka) compared with to the female breast
  • ସଂ. ବି (ରୂପକ ସମାସ) — [ଦ୍ର— ସ୍ତବକସ୍ତନରେ ନମ୍ର ଆଶୋବଲ୍ଲରୀ— ମଧୁସୂଦନ କବିତା।]