ସ୍ତବ କରିବା Staba karibā

  • ଦେ. କ୍ରି — ଦେବତାଙ୍କର ବା ଈଶ୍ୱରଙ୍କର ଗୁଣଗାନପୂର୍ବକ ପ୍ରାର୍ଥନା କରିବା — To utter hymns or prayers to God or to Deities;
  • ଦେ. କ୍ରି — ପ୍ରଶଂସା ଗାନ କରିବା — To eulogise; to praise
  • ଦେ. କ୍ରି — ଖୋସାମତ କରିବା — To flatter