ସ୍ତନୟିତ୍ନୁ Stanayitnu

  • ସଂ. ବି (ସ୍ତନ୍ ଧାତୁ+ଣିଜନ୍ତ=ସ୍ତନି ଧାତୁ=ଶବ୍ଦ କରିବା +କର୍ତ୍ତୃ. ଇତ୍ନୁ; ଯାହା ଶବ୍ଦ କରେ) — ମେଘ (ଅମର) — Could
  • ସଂ. ବି (ସ୍ତନ୍ ଧାତୁ+ଣିଜନ୍ତ=ସ୍ତନି ଧାତୁ=ଶବ୍ଦ କରିବା +କର୍ତ୍ତୃ. ଇତ୍ନୁ; ଯାହା ଶବ୍ଦ କରେ) — ସୁସ୍ତକ; ମୁଥା (ଅମର) — Grass root
  • ସଂ. ବି (ସ୍ତନ୍ ଧାତୁ+ଣିଜନ୍ତ=ସ୍ତନି ଧାତୁ=ଶବ୍ଦ କରିବା +କର୍ତ୍ତୃ. ଇତ୍ନୁ; ଯାହା ଶବ୍ଦ କରେ) — ମେଘ ଧ୍ୱନି (ମେଦିନୀ) — Roar of thunder clouds
  • ସଂ. ବି (ସ୍ତନ୍ ଧାତୁ+ଣିଜନ୍ତ=ସ୍ତନି ଧାତୁ=ଶବ୍ଦ କରିବା +କର୍ତ୍ତୃ. ଇତ୍ନୁ; ଯାହା ଶବ୍ଦ କରେ) — ବିଦ୍ୟୁତ୍— (ଶବ୍ଦରତ୍ନାବଳୀ) — Lightning
  • ସଂ. ବି (ସ୍ତନ୍ ଧାତୁ+ଣିଜନ୍ତ=ସ୍ତନି ଧାତୁ=ଶବ୍ଦ କରିବା +କର୍ତ୍ତୃ. ଇତ୍ନୁ; ଯାହା ଶବ୍ଦ କରେ) — ମୃତ୍ୟୁ (ହେମଚନ୍ଦ୍ର) — Death
  • ସଂ. ବି (ସ୍ତନ୍ ଧାତୁ+ଣିଜନ୍ତ=ସ୍ତନି ଧାତୁ=ଶବ୍ଦ କରିବା +କର୍ତ୍ତୃ. ଇତ୍ନୁ; ଯାହା ଶବ୍ଦ କରେ) — ରୋଗ (ହେମଚନ୍ଦ୍ର) — Disease