ସ୍ତନ୍ୟପାୟୀ Stanyapāyī

  • ସଂ. ବିଣ. ପୁଂ— (ସ୍ତନ୍ଯପାୟିନ୍ ଶବ୍ଦ; ସ୍ତନ୍ଯ+ପା. ଧାତୁ+କର୍ତ୍ତ. ଇନ୍) — ଯେ ମାତୃସ୍ତନ୍ଯ ପାନ କରେ — Feeding on the mother's milk; breast fed
  • ବି — ଯେଉଁଜନ୍ତୁମାନେ ଶିଶୁ ଅବସ୍ଥାରେ ମାତୃସ୍ତନ୍ଯ— ପାନ କରନ୍ତି — Mammals; the mammalia