ସ୍ତନ୍ୟଜୀବୀ Stanyajībī

  • ସଂ. ବିଣ. ପୁଂ (ସ୍ତନ୍ଯଜୀବିନ୍ ଶବ୍ଦ ସ୍ତନ୍ଯ+ଜୀବ ଧାତୁ +କର୍ତ୍ତୃ. ଇନ୍) — ସ୍ତନନ୍ଧୟ [ଦେଖ] — Stanadhaya (See)