ସ୍ତନଭ୍ (ଧାତୁ) Stunabh (root)

  • ସଂ. (ସୌତ୍ର ଧାତୁ) — ରୋଧନ କରିବା — To restrain; to stop
  • ସଂ. (ସୌତ୍ର ଧାତୁ) — ଆବରଣ କରିବା — To cover; to enshroud