ସ୍ତନଭରା ନତ Stanabhāra nata

  • ସଂ. ବିଣ. ( 6 ଷ୍ଠୀ ଓ 5 ମୀ ତତ୍) — ସ୍ତନର ଭାର ଯୋଗୁଁ ଆଗକୁ ଝୁଙ୍କି ପଡ଼ିଥିବା (ଦେହ ବା ଅବୟବ) — (body or limb) leaning to the front owing to the weight of big breasts