ସ୍କ୍ୱାୟାର୍ Skwāyār

  • ବୈଦେ. ବି (ଇଂ ସ୍କ୍ୱାୟାର୍; ଏସ୍କ୍ୱାୟାର୍) — ପୂର୍ବକାଳରେ ଇଂଲଣ୍ଡରେ ନାଇଟ୍ମାନଙ୍କ ସହଚର — Squire
  • ବୈଦେ. ବି (ଇଂ ସ୍କ୍ୱାୟାର୍; ଏସ୍କ୍ୱାୟାର୍) — ବର୍ତ୍ତମାନ ଭଦ୍ରଲୋକ ଓ ସାହେବମାନଙ୍କର ନାମ ପରେ ଲାଗିବା ଉପାଧି — Squire
  • ବୈଦେ. ବି (ଇଂ ସ୍କ୍ୱାୟାର୍; ଏସ୍କ୍ୱାୟାର୍) — [ଦ୍ର— ଏଥିର ସାଙ୍କେତିକ — Esq.ସାହେବ ବା ସାହେବୀ ଭଦ୍ରଲୋକଙ୍କ ନାମ ପୂର୍ବେ ମିଷ୍ଟର(Mr)ଲାଗେ, କିଂବା ପରେ ସ୍କ୍ୱାୟାର୍(Esq)ଯୁକ୍ତ ହୁଏ]