ସ୍କୁଲ ଲିଭିଙ୍ଗ୍ ସାର୍ଟିଫିକେଟ୍ Skul libhiṇg sārṭiphikeṭ

  • ବୈଦେ ବି—(ଇଂ) — ସ୍କୁଲର ଉଚ୍ଚତ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଛାତ୍ରର ସ୍କୁଲ ତ୍ୟାଗ କରିବା— କାଳରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉକ୍ତଛାତ୍ରଙ୍କୁ ପ୍ରଦତ୍ତ ସାର୍ଟିଫିକେଟ — school-leaving certificate