ସ୍କଭ୍ (ଧାତୁ) Skabh (root)

  • ସଂ — ସ୍ତମ୍ଭନ କରିବା — To stop
  • ସଂ — ରୁଦ୍ଧ କରିବା — To restrain
  • ସଂ — ସର୍ଜନ କରିବା — To create (Apte)
  • ସଂ — ବାଧା ଦେବା — To hinder; to obstruct; to impede (Apte)
  • ସଂ — ଟେକି ଧରିବା — To prop up; to support [Apte]