ସ୍କନ୍ନ Skanna

  • ସଂ. ବିଣ (ସ୍କଦ ବା ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ) — ସ୍ଖଳିତ; ଚ୍ୟୁତ [ଅମର] — Separated; fallen
  • ସଂ. ବିଣ (ସ୍କଦ ବା ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ) — ଗତି (ଶବ୍ଦ କଳ୍ପଦ୍ରୁମ) — Gone
  • ସଂ. ବିଣ (ସ୍କଦ ବା ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ) — ଶୁଷ୍କ [ଶବ୍ଦ କଳ୍ପଦ୍ରୁମ] — Dry
  • ସଂ. ବିଣ (ସ୍କଦ ବା ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ) — କ୍ଷରିତ — Oozing