ସ୍କନ୍ଧୀ Skandhī

  • ସଂ. ବିଣ. ପୁଂ (ସ୍କନ୍ଧ+ଇନ୍; 1 ମା. 1 ବ) — ସ୍କନ୍ଧଯୁକ୍ତ — Having shoulder
  • ବି — ବୃକ୍ଷ (ରତ୍ନାମାଳା) — Tree