ସ୍କନ୍ଧିକ Skandhika

  • ସଂ. ବି (ସ୍କନ୍ଧ+ଇକ) — ସ୍କନ୍ଧବାହକ; ଶଗଡ଼ିଆ ବଳଦ — Cart-bullock
  • ସଂ. ବି (ସ୍କନ୍ଧ+ଇକ) — ବଳଦ; ବୃକ୍ଷ (ହି. ଶ) — Bullock; bull