ସ୍କନ୍ଧା Skandhā

  • ସଂ. ବି (ସ୍କନ୍ଧ+ଆ) — ଶାଖା; ଡାଳ [ଶବ୍ଦକଳ୍ପଦ୍ରୁମ] — Branch
  • ସଂ. ବି (ସ୍କନ୍ଧ+ଆ) — ଲତା [ଶବ୍ଦକଳ୍ପଦ୍ରୁମ] — Creeper