ସ୍କନ୍ଧବାହ Skandhabāha

  • ସଂ, ବି (ସ୍କନ୍ଧ+ବହ୍ ଧାତୁ+କର୍ତ୍ତୃ, ଅ; ଅକ) — ସ୍କନ୍ଧଦ୍ୱାରା ଶକଟାଦି ବହନକାରୀ ବଳଦ — Cart -bullock
  • ବିଣ — ଭାରବହନକାରୀ — Carrying load on the shoulder