ସ୍କନ୍ଧଫଳ Skandhaphaḻa

  • ସଂ. ବି (ବହୁବ୍ରୀହି; ସ୍କନ୍ଧରେ ଫଳ ଫଳେ ଯାହାର) — ନାରିକେଳ ବୃକ୍ଷ — Cocoanut tree
  • ସଂ. ବି (ବହୁବ୍ରୀହି; ସ୍କନ୍ଧରେ ଫଳ ଫଳେ ଯାହାର) — ଉଡ଼ୁମ୍ବର ବୃକ୍ଷ (ହି. ଶ) — Fig tree