ସ୍କନ୍ଧଜ Skandhaja

  • ସଂ. ବି (ସ୍କନ୍ଧ=ତରୁର ସ୍କନ୍ଧ ବା ଗଣ୍ଠିରୁ ଜାତ) — ଶଲ୍ଲକି; ଝୁଣା (ହେମଚନ୍ଦ୍ର) — Resin
  • ସଂ. ବି (ସ୍କନ୍ଧ=ତରୁର ସ୍କନ୍ଧ ବା ଗଣ୍ଠିରୁ ଜାତ) — ବଟ ବା ବରଗଛ (ବୈଦ୍ଯକ) — The banyan tree