ସ୍କନ୍ଧ ଦେଶ Skandha deṡa

  • ସଂ. ବି — ଅଂସ; କାନ୍ଧ — Shoulder
  • ସଂ. ବି — ହାତୀର କାନ୍ଧ (ଯେଉଁଠାରେ ମାହୁନ୍ତ ବସେ), ବଳଦ ଆଦିଙ୍କ କାନ୍ଧ (ଯେଉଁଠାରେ ଜୁଆଳି ରହେ) — The shoulder of an elephant or bullock