ସ୍କନ୍ଧ ଚାପ Skandha chāpa

  • ସଂ. ବି (ଯାହା ସ୍କନ୍ଧକୁ ଚାପ ଦିଏ; ବହୁବ୍ରୀହି) — ବିହଙ୍ଗିକା; ବଂଶାଦି ନିର୍ମିତ ଶିକ୍ୟାଧାନ; ବାହଙ୍ଗୀ — A bamboo for carrying on the shoulders loads suspended at both ends