ସ୍କନ୍ଦିତ Skandita

  • ସଂ. ବିଣ (ସ୍ପନ୍ଦ ଧାତୁ+କର୍ତ୍ତୃ ତ) — ଇଡ଼ି ଯାଇଥିବା — Spilt
  • ସଂ. ବିଣ (ସ୍ପନ୍ଦ ଧାତୁ+କର୍ତ୍ତୃ ତ) — ପତିତ — Fallen
  • ସଂ. ବିଣ (ସ୍ପନ୍ଦ ଧାତୁ+କର୍ତ୍ତୃ ତ) — ସ୍ଖଳିତ — Slipped