ସ୍କନ୍ଦକ Skandaka

  • ସଂ. ବି ଓ ବିଣ (ସ୍କନ୍ଦ୍ ଧାତୁ+କର୍ତ୍ତୃ. ଅକ — ଲମ୍ଫକାରୀ — One who leaps
  • ସଂ. ବି ଓ ବିଣ (ସ୍କନ୍ଦ୍ ଧାତୁ+କର୍ତ୍ତୃ. ଅକ — ସୈନ୍ୟ — A soldier (Apte)