ସ୍କଟ୍ଲାଣ୍ଡ Skaṭlāṇḍ
- ଦେ. ବି (ଇଂ. ନାମ) — ଇଂଲଣ୍ଡର ଉତ୍ତରକୁ ଲାଗିଥିବା ଦେଶ — Scotland
- ଦେ. ବି (ଇଂ. ନାମ) — [ଦ୍ର—ଇଂଲଣ୍ଡ ଓ ସ୍କଟଲଣ୍ଡ୍ ଗୋଟିଏ ଦ୍ୱୀପ; ଏଥିର ପଶ୍ଚିମରେ ଆୟ— ର୍ଲ୍ଣ୍ଡ ଦ୍ୱୀପ ଅଛି। ଇଂଲଣ୍ଡ୍, ସ୍କଟଲଣ୍ଡ୍ ଓ ଆୟର୍ଲଣ୍ଡ୍କୁ ଗ୍ରେଟ୍ବ୍ରିଟେନ୍ ବୋଲାଯାଏ। ଇଂଲଣ୍ଡ ଓ ସ୍କଟ୍ଲ୍ୟାଣ୍ଡ୍କୁ ଚଭିଅଟ ପାହାଡ଼ — (Cheviot hills)ବିଭକ୍ତ କରି ଅଛି ସ୍କଟ୍ଲ୍ୟାଣ୍ଡରେ ବହୁ ପାହାଡ଼ ଓ ଜଳାଶୟ ଅଛି ଓ ଏହାର ଉପକୂଳରେ ବହୁଦ୍ୱୀପ ଅଛି ଏ ଦେଶର ପ୍ରାକୃତିକ ଦୃଶ୍ୟ ଅତିମନୋହର ଗ୍ଲାସଗୋ, ଆବର୍ଡ଼ୀନ୍, ଏଡ଼ିନ୍ବରା, ଡଣ୍ଡୀ ଆଦି ଏଥିର ପ୍ରଧାନ ନଗରମାନ ଅଟନ୍ତି]